ବିପର୍ଯ୍ୟାସ
ଦେଖଣା
ବିପର୍ଯ୍ୟାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ପରି+ଅସ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ବ୍ୟତିକ୍ରମ —୧. Inversion,
- ୨. ବୈପରୀତ୍ୟ —୨. Contrariety; opposition.
- ୩. ଛତ୍ରଭଙ୍ଗ —୩. Rout of an army.
- ୪. କାଳ୍ପନିକ ବିଷୟର ଅସ୍ତିତ୍ୱ ସ୍ୱୀକାର —୪. False assumption; assuming the existence of an unreal substance.
- ୫. ପରସ୍ପର ସ୍ଥାନ ପରିବର୍ତ୍ତନ — ୫. Mutual change of places.