Jump to content

ବିପର୍ଯ୍ୟାୟ

ଉଇକିଅଭିଧାନ‌ରୁ

ବିପର୍ଯ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପରି+ଇ ଧାତୁ+ଭାବ. ଅ)

[ସମ୍ପାଦନା]
୧. ବୈପରୀତ୍ୟ —୧. Contrariety.
୨. ବ୍ୟତିକ୍ରମ; ଓଲଟା; ଓଲଟ ପଲଟ —୨. Inversion; reversion.
୩. ବିନାଶ —୩. Destrution.
୪. ଦୁଇ ବସ୍ତୁର ଅନ୍ୟୟୋ଼ନ୍ୟରେ ସ୍ଥାନ ପରିବର୍ତ୍ତନ — ୪. Mutual change of places between two things.