ବିପଳ
ଦେଖଣା
ବିପଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ପଳ)
[ସମ୍ପାଦନା]- ୧. ଏକ ପଳ (କାଳ)ର ୬ ଭାଗରୁ ୧ ଭାଗ —୧. One sixtieth part of a 'Paḻa' or moment of time; one sixtieth of ୧୨ seconds or ୧/୫ of a second.
[ଦ୍ରଷ୍ଟବ୍ୟ —ଦିନ ରାତି=୨୪: ଘଣ୍ଟା=୬ ଦଣ୍ଡ; ୧ ଦଣ୍ଡ=୧୨: ମିନିଟ୍, ୧ ପଳ= ୧୨: ସେକେଣ୍ଡ; ୧ ବିପଳ=୧/୫: ସେକେଣ୍ଡ]
- ୨. ଅତି ସୂକ୍ଷ୍ମ କାଳ —୨. A very miniute part of time.