Jump to content

ବିପଶ୍ଚିତ୍

ଉଇକିଅଭିଧାନ‌ରୁ

ବିପଶ୍ଚିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପ୍ର+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କ୍ୱିପ୍; ନିପାତନ; ଯେ ଅତି କଠିନ ବିଦ୍ୟାକୁ ସଂଗ୍ରହ କରେ)

[ସମ୍ପାଦନା]

ପଣ୍ଡିତ; ବିଜ୍ଞ; ବିଦ୍ୱାନ୍ ବ୍ୟକ୍ତି —A learned persons; philosopher.