Jump to content

ବିପାକ

ଉଇକିଅଭିଧାନ‌ରୁ

ବିପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପଚ୍ ଧାତୁ=ପାକ କରବା+ଭାବ. ଅ)

[ସମ୍ପାଦନା]
୧. ଉତ୍ତମ ରୂପେ ରନ୍ଧନ —୧. Good cooking.


୨. ପରିପକ୍ୱତା; ପୂର୍ଣ୍ଣଦଶାପ୍ରାପ୍ତି —୨. Ripeness; maturity.
୩. ପରିଣାମ; ଫଳ —୩. Result; consequence.
୪. କର୍ମର ବିପରୀତ ଫଳ; ବିପରିଣାମ — ୪. Contrary or untoward effect of an act
୫. ପୂର୍ବଜନ୍ମର କର୍ମର ଫଳ; କକର୍ମ ଫଳ —୫. The result of the action of one's previous existence.
୬. ବିଡ଼ମ୍ୱନା; ବିପଦ୍; ଦୂର୍ଗତି; ଦୂର୍ଭାଗ୍ୟ —୬. Distress; calamity; evil luck; misfortune.
୭. ସ୍ୱାଦ —୭. Taste; flavour.
୮. ପରିପାକ; ଖାଦ୍ୟ ଦ୍ରବ୍ୟ ଜୀର୍ଣ୍ଣ ହେବା —୮. Digestion of food.
୯. ଭୋଗ —୯. Enjoyment.
୧. ଅବସ୍ଥାର ପରିବର୍ତ୍ତନ —୧୦. Change of state. (Apte)
୧୧. ଦୁର୍ଘଟଣା —୧୧. Mishap.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଜୀର୍ଣ୍ଣ; ଖାଦ୍ୟ ଦ୍ରବ୍ୟ ଉତ୍ତମ ରୂପେ ଜୀର୍ଣ୍ଣ ନ ହେବା ଅବସ୍ଥା — Indigestion.