Jump to content

ବିପାଟନ

ଉଇକିଅଭିଧାନ‌ରୁ

ବିପାଟନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପଟ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଭେଦନ —୧. Piercing.
୨. ଖୋଳିବା (ହିନ୍ଦୀ - ଶ.) —୨. Digging.
୩. ଉତ୍ପାଟନ (ହିନ୍ଦୀ - ଶବ୍ଦସାଗର) — ୩. Uprooting.