ବିପାଦକ
(ବିପାଦୟିତା—ଅନ୍ୟରୂପ)
(ବିପାଦିକା, ବିପାଦୟିତ୍ରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ—(ବି+ପଦ ଧାତୁ ଣିଚ+କର୍ତ୍ତୃ. ଅକ)
ଘାତକ — Murderous.
ହତ୍ୟାକାରୀ ବ୍ୟକ୍ତି —Murderer.