Jump to content

ବିପାଦିକା

ଉଇକିଅଭିଧାନ‌ରୁ

ବିପାଦିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବି+ପଦ୍ ଧାତୁ+କରଣ ଅକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପ୍ରହେଳିକା —୧. Riddle; enigma.
୨. ପଦସ୍ଫୋଟ; ଗୋଡ଼ଫାଟ ରୋଗ —୨. Chilblain; kibes in the feet; chipped soles (a disease).
୩. କୁଷ୍ଠରୋଗବିଶେଷ (ହିନ୍ଦୀ - ଶ.) — ୩. A kind of leprosy.

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିପାଦକର ସ୍ତ୍ରୀଲିଙ୍ଗ —Feminine of Bipādaka.