Jump to content

ବିପାଶା

ଉଇକିଅଭିଧାନ‌ରୁ

ବିପାଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି=ବିଗତ+ପାଶ=ରଜ୍ଜୁ+ଆ)

[ସମ୍ପାଦନା]

ପଞ୍ଜାବର ପଞ୍ଚନଦ ମଧ୍ୟରୁ ଏକତମ; ବେଉଆ ନଦୀ) —The Bipasa or Bewa; one of the ୫ tributaries of the Indus.

[ଦ୍ରଷ୍ଟବ୍ୟ —ବିଶିଷ୍ଟ ମୁନି ପୁତ୍ରଶୋକରେ ଅଧୀର ହୋଇ ନିଜ ଦେହକୁ ପାଶବଦ୍ଧ କରି ଏ ନଦୀରେ ନିମଗ୍ନ ହେଲେ ଏ ନଦୀ ତାଙ୍କୁ ବିପାଶ କରିଥିବାରୁ ଏହାର ଏପରି ନାମ ହୋଇଅଛି ଏହାର ଅନ୍ୟ ନାମ ବ୍ୟାସ ବା ସିନ୍ଧୁ ନଦୀ; ଏହା ପଞ୍ଚନଦ ମଧ୍ୟରୁ ସର୍ବପଶ୍ଚିମରେ ଅବସ୍ଥିତ]

ସଂସ୍କୃତ - ବିଶେଷଣ - ସ୍ତ୍ରୀmdash;(ବିପାଶ+ଆ)

[ସମ୍ପାଦନା]

ବିପାଶର ସ୍ତ୍ରାଲିଙ୍ଗ — Feminine of Bipāṡa