Jump to content

ବିପିନ

ଉଇକିଅଭିଧାନ‌ରୁ

ବିପିନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବେପ୍ ଧାତୁ=କମ୍ପିବା+ଅଧିକରଣ ଇନ; ନିପାତନ; ଯହିଁରେ ବୃକ୍ଷ ଲତାର ପତ୍ରାଦି ସର୍ବଦା କମ୍ପିତ ହୁଏ)

[ସମ୍ପାଦନା]

ବନ; ଅରଣ୍ୟ; ଅଟବୀ —Forest; the woods.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିପିନବିହାରୀ ନାମକ ବ୍ୟକ୍ତିର ଡାକନାମ — Name for calling Bipinabihārī.