Jump to content

ବିପିନବିହାରୀ

ଉଇକିଅଭିଧାନ‌ରୁ

ବିପିନବିହାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବିପିନ+ବିହାର+ଇନ୍; ୧ମା. ୧ବ.)

[ସମ୍ପାଦନା]

କାନନବିହାରୀ; ଯେ ଅରଣ୍ୟରେ ବିହାର କରେ —Sporting in the woods.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କ ନାମ —A name of Ṡrīkṛushṇa.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
(ବିପିନ ବିହାରିଣୀ—ସ୍ତ୍ରୀ) 

ଲୋକଙ୍କର ନାମ —A name given to males.