ବିପୁଳଘର ଦାନ
ଦେଖଣା
ବିପୁଳଘର ଦାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିପୁଳଘର ଦାନ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବ୍ରାହ୍ମଣଙ୍କୁ ଜମି, ଘର, ଲୁଗା, ଅଳଙ୍କାର, ଧନ, ଧାନ୍ୟ, ଭୋଜ୍ୟବସ୍ତୁ, ଶଯ୍ୟାଦି ଓ ତାହାଙ୍କ ପରିବାରର ଯାବତୀୟ ଆବଶ୍ୟକ ଦ୍ରବ୍ୟର ଦାନ —A gift made to a Brāhmaṇa consisting of cash ornaments, land, cloth, victuals and every other thing wanted by a house holder.
[ଦ୍ରଷ୍ଟବ୍ୟ —ଯେଉଁ ଲୋକ ବିପୁଳଘର ଦାନ ଗ୍ରହଣ କରେ ସେ ଅନ୍ତତଃ ବର୍ଷେ କାଳ ପର୍ଯ୍ୟନ୍ତ କୌଣସି ବସ୍ତୁ ଅନ୍ୟ କାହା ଠାରୁ ସାହାଯ୍ୟ ପାଇବାକୁ ଲୋଡ଼େ ନାହିଁ ଦାନ ସାମଗ୍ରୀ ମଧ୍ୟରେ ସବୁ ପ୍ରୟୋଜନୀୟ ବସ୍ତୁ ଥାଏ]