Jump to content

ବିପୁଳ ଧନ

ଉଇକିଅଭିଧାନ‌ରୁ

ବିପୁଳ ଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(କର୍ମଧା; ବିପୁଳ+ଧନ)

[ସମ୍ପାଦନା]

ବହୁ ଧନ; ବିଭବ — Much wealth; opulence.

(ବିପୁଳଧନା—ସ୍ତ୍ରୀ; ବିଫୁଳଧନତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଖୁବ୍ ଧନୀ —Very rich; opulent.