Jump to content

ବିପ୍ର

ଉଇକିଅଭିଧାନ‌ରୁ

ବିପ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସ. ବିଶେଷ୍ୟ -(ବି+ପ୍ରା. ଧାତୁ=ପୂରଣ କରିବା+କର୍ତ୍ତୃ. ଅ; ଯେ ଯଜନ—ଯାଜନାଦି ଷଟ୍ କର୍ମ ବିଶେଷ୍ୟରୂପେ ପୂରଣ କରେ)

[ସମ୍ପାଦନା]
୧. ବ୍ରାହ୍ମଣ; ଦ୍ୱିଜ —୧. A Brāhmaṇa
୨. ଦ୍ୱିଜୋତ୍ତମ; ବେଦଜ୍ଞ ବ୍ରାହ୍ମଣ —୨. A Brāhmaṇa versed in vedic lore; a learned and pious Brāhmaṇa.
୩. ମୁନି; ଋଷି —୩. Sage (Apte).
୪. ପୁରୋହିତ (ହିନ୍ଦୀ - ଶ.) —୪. Priest.
୫. ଜ୍ଞାନୀ ବ୍ୟକ୍ତି —୫. A wise man (Apte).
୬. ସ୍ତୁତିଗାୟକ —୬ A singer of hymns (Apte); panegyrist.
୭. ଅଶ୍ୱତ୍ଥଗଛ —୭. The Aswattha tree (Apte).
୮. ଶିରୀଷ ବୃକ୍ଷ (ହିନ୍ଦୀ - ଶ.) —୮. The Ṡirīsha tree.
୯. ରେଣୁକ ବୃକ୍ଷ (ହିନ୍ଦୀ - ଶ.) —୯. Reṇuka tree.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ମେଧାବୀ; ବୁଦ୍ଧିମାନ୍ (ହିନ୍ଦୀ - ଶ) —Intelligent;

sharp-witted.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିପ୍ରଚରଣର ଡାକ ନାମ — Name for calling Bipracharaṇa.