Jump to content

ବିପ୍ରକୀର୍ଣ୍ଣ

ଉଇକିଅଭିଧାନ‌ରୁ

ବିପ୍ରକୀର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ପ୍ର+କୃ ଧାତୁ=ବିକ୍ଷେପ କରିବା+କର୍ମ. ତ)

[ସମ୍ପାଦନା]
୧. ଇତସ୍ତତଃ ବିକ୍ଷିପ୍ତ —୧. Strewn; scattered about.
୨. ବିପର୍ଯ୍ୟସ୍ତ —୨. Overwhelmed; upturned; overturned.
୩. ଆଲୁକୟିତ; ଅସ୍ତବ୍ୟସ୍ତ —୩. Disordered; confused; dishevelled.