Jump to content

ବିପ୍ରକୃତ

ଉଇକିଅଭିଧାନ‌ରୁ

ବିପ୍ରକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ପ୍ର+କୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ତିରସ୍କୃତ — ୧. Abused.
୨. ଅପକୃତ —୨. Injured.
୩. ଅବମାନିତ —୩. Disregarded; insulted; slighted.
୪. ଉପଦ୍ରୁତ; ଯାହା ଉପରେ ଉପଦ୍ରବ କରା ଯାଇଅଛି —୪. Oppressed; ravaged.