Jump to content

ବିପ୍ରକୃଷ୍ଟ

ଉଇକିଅଭିଧାନ‌ରୁ

ବିପ୍ରକୃଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ପ୍ର+କୃଷ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଦୂରବର୍ତ୍ତୀ ଦୂରସ୍ଥ —୧. Distant; remote.
୨. ଅନ୍ତରିତ —୨. Separated.
୩. ଠେଲିକରି ଦୂରୀକୃତ — ୩. Pushed away.
୪. ବର୍ଦ୍ଧିତ —୪. Lengthened; extended; protected (Apte).