ବିପ୍ରଚରଣ
ଦେଖଣା
ବିପ୍ରଚରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିପ୍ର+ଚରଣ)
[ସମ୍ପାଦନା]- ୧. ବ୍ରାହ୍ମଣର ଗୋଡ଼ —୧. The leg of a Brāhmaṇa.
- ୨. ବିଷ୍ଣୁଙ୍କ ହୃଦୟରେ ଅଙ୍କିତ ଭୃଗୁମୁନିଙ୍କ ଗୋଇଠାର ଚିହ୍ନ (ହିନ୍ଦୀ - ଶ.) —୨. The mark of the kick left on the breast of Bishṇu by Sage Bhṛugu.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ —A name given to males.