Jump to content

ବିପ୍ରତିପତ୍ତି

ଉଇକିଅଭିଧାନ‌ରୁ

ବିପ୍ରତିପତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପ୍ରତିପତ୍ତି)

[ସମ୍ପାଦନା]
୧. ସଂଶୟ; ସନ୍ଦେହ —୧. Doubt.
୨. ବିବାହ; ବିରୋଧ —୨. Opposition; dispute; contest (Apte) .
୩. ବୈସା; ଦୃଶ୍ୟ —୩. Dissimilarity.
୪. ପାର୍ଥକ୍ୟ; ଭେଦ —୪. Difference.
୫. ଅସ୍ୱୀକାର —୫. Refusal; denial.
୬. (ନ୍ୟାୟ) ପରସ୍ପର ବିରୁଦ୍ଧ ଭାବଦ୍ୟୋତକ ବାକ୍ୟ (ହିନ୍ଦୀ - ଶ.) —୬. A speech conveying two dissimilar meaning.
୭. ପରସ୍ପର ବିରୋଧ — ୭. Mutual discrepancy (Apte).