Jump to content

ବିପ୍ରତିପନ୍ନ

ଉଇକିଅଭିଧାନ‌ରୁ

ବିପ୍ରତିପନ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ପ୍ରତିପନ୍ନ)

[ସମ୍ପାଦନା]
୧. ବିରୁଦ୍ଧ —୧. Opposed to.
୨. ବିରୋଧୀ —୨. Hostile.
୩. ଅସ୍ୱୀକୃତ —୩. Denied; unacknowledged; refused.
୪. ସନ୍ଧିଗ୍ଧ —୪. Suspecting; doubting;
୫. ପରସ୍ପର ବିରୁଦ୍ଧ —୫. Mutually opposed; dissentient (Apte).
୬. କିଂକର୍ତ୍ତବ୍ୟବିମୂଢ଼ —୬. Bewildered (Apte).