Jump to content

ବିପ୍ରତିଷେଧ

ଉଇକିଅଭିଧାନ‌ରୁ

ବିପ୍ରତିଷେଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପ୍ରତିଷେଧ)

[ସମ୍ପାଦନା]
୧. ତୁଲ୍ୟବଳ ବିଶିଷ୍ଟ ବ୍ୟକ୍ତି— ଦ୍ୱୟ ବା ସ୍ୱାର୍ଥଦ୍ୱୟ ମଧ୍ୟରେ ବିରୋଧ —୧. Opposition between ୨ equal strong persons; conflict between two even matched interests (Apte).
୨. ନିଷେଧ —୨. Prohibition.
୩. (ନ୍ୟାୟ) ତୁଲ୍ୟବଳ ବିରୋଧ —୩. (Logic)
Conflict between two equally important propositions.
୪. ନିୟତ୍ରଣ —୪. Controlling; keeping undercontrol (Apte).
୫. (ବ୍ୟାକରଣ) ଦୁଇଟି ପରସ୍ପର ବିରୋଧୀ ନିୟମ ବା ବିଧି ମଧ୍ୟରେ ପରସ୍ପର ବିରୋଧ —୫. (gramer) The conflict of two different grammatical operations, become possible according to ୨ different rules (Apte).

[ଦ୍ରଷ୍ଟବ୍ୟ —ବ୍ୟାକରଣରେ ୨ଟି ପରସ୍ପର ବିରୋଧୀ ସୂତ ଦେଖାଗଲେ ପରବର୍ତ୍ତୀ ସୂତ୍ର ଅନୁସାରେ କାର୍ଯ୍ୟ କରିବାକୁ ହେବ, ଏହାହିଁ ବ୍ୟାକରଣର ଉପଦେଶ; ବିପ୍ରତିଶଷେଧେ ପରଂ କାର୍ଯ୍ୟଂ—ପାଣିନି ୧-୪-୨]