Jump to content

ବିପ୍ରମୁକ୍ତ

ଉଇକିଅଭିଧାନ‌ରୁ

ବିପ୍ରମୁକ୍ତ

ଉଚ୍ଚାରଣ

[ସମ୍ପାଦନା]

ବିପ୍ରମୁକ୍ତି, ବିପ୍ରମୋଚନବି

ସଂସ୍କୃତ - ବିଶେଷଣ - (ବି+ପ୍ରମୁକ୍ତ)

[ସମ୍ପାଦନା]
୧. ବନ୍ଧନମୁକ୍ତ; ଉନ୍ମକ୍ତ — ୧. Set free; liberated (Apte).
୨. (ବାଣ ଆଦି) ବିକ୍ଷିପ୍ତ —୨. Shot; discharged (arrow) (Apte).