Jump to content

ବିପ୍ରଯୁକ୍ତ

ଉଇକିଅଭିଧାନ‌ରୁ

ବିପ୍ରଯୁକ୍ତ

ଉଚ୍ଚାରଣ

[ସମ୍ପାଦନା]
(ବିପ୍ରଯୁକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବି+ପ୍ର+ଯୁଜ୍ ଧାତୁ+ତ)

[ସମ୍ପାଦନା]
୧. ବିଶ୍ଲିଷ୍ଟ —୧. Separated.
୨. ବିଯୁକ୍ତ; ପୃଥକୀକୃତ —୨. Severed.
୩. ବିରହିତ —୩. Bereft;destitute.
୪. ପ୍ରିୟବ୍ୟକ୍ତିଠାରୁ ବିଚ୍ଛେଦପ୍ରାପ୍ତ — ୪. Separated, absent or away from one's beloved (Apte).