Jump to content

ବିପ୍ରଲବ୍ଧ

ଉଇକିଅଭିଧାନ‌ରୁ

ବିପ୍ରଲବ୍ଧ

ଉଚ୍ଚାରଣ

[ସମ୍ପାଦନା]
(ବିପ୍ରଲବ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ପ୍ର+ଲଭ୍ ଧାତୁ=ଲାଭ କରିବା; ବଞ୍ଚନା କରିବା+କର୍ମ. ତ)

[ସମ୍ପାଦନା]
୧. ପ୍ରଚାରିତ —୧. Deceived.
୨. ଈପ୍ସିତ ବସ୍ତୁରୁ ବଞ୍ଚିତ —୨. Disappointed.
୩. ପ୍ରିୟ ସମାଗମ ବିରହିତ — ୩. Deprived of the society of one's beloved.

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ନାୟକଭେଦ; ଯେଉଁ ନାୟକ ଗୋପନରେ ଓ ଛଦ୍ମବେଶରେ ନାୟିକା ସହିତ ମିଳିତ ହେବା ଆଶାରେ ସଙ୍କେତ ସ୍ଥାନକୁ ଯାଇ ବ୍ୟର୍ଥମନୋରଥ ହୋଇ ଫରିଆସେ —A disappointed lover who does not meet his sweet heart at the appointed rendzvous, having gone there in secret and wearing a mask.