ବିପ୍ରଲବ୍ଧା
ନାୟିକାଭେଦ; ଯେଉଁ ନାୟିକା ସଙ୍କେତ ସ୍ଥାନରେ ନାୟକକୁ ନ ଦେଖି ହାତାଶ ହୁଏ —A lady who is disappointed at not finding her paramour in the promised meeting place.