Jump to content

ବିପ୍ରଶ୍ନିକା

ଉଇକିଅଭିଧାନ‌ରୁ

ବିପ୍ରଶ୍ନିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବି+ପ୍ରଶ୍ନ+କ+ଆ)

[ସମ୍ପାଦନା]
୧. ଗଣପତ୍ନୀ; ଦୈବଜ୍ଞା —୧. A female astrologer.
୨. ଜିଜ୍ଞାସା —୨. Query; interrogatory.