Jump to content

ବିପ୍ରସାତ୍

ଉଇକିଅଭିଧାନ‌ରୁ

ବିପ୍ରସାତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିପ୍ର+ଦେୟ ଆଦି ଅର୍ଥରେ ସାତ୍)

[ସମ୍ପାଦନା]
୧. ବ୍ରାହ୍ମଣକୁ ଦେୟ —୧. Fit to be given away to a Brāhmaṇa.
୨. ବ୍ରାହ୍ମଣକୁ ପ୍ରଦତ୍ତ୍ୱ —୨. Given to a Brāhmaṇa.
୩. ବ୍ରାହ୍ମଣଧୀନ —୩. Under the control of a Brāhmaṇa.