Jump to content

ବିପ୍ରୋଷିତ

ଉଇକିଅଭିଧାନ‌ରୁ

ବିପ୍ରୋଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବି+ପ୍ର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. ତ; ବସ୍ ସ୍ଥାନରେ ଉଷ୍)

[ସମ୍ପାଦନା]
୧. ବିଦେଶସ୍ଥ; ପ୍ରବାସବାସୀ —୧. Sojourning; living abroad.
୨. ଅନୁପସ୍ଥିତ (ହିନ୍ଦୀ - ଶ.) —୨. Absent.