Jump to content

ବିପ୍ରୟୋଗ

ଉଇକିଅଭିଧାନ‌ରୁ

ବିପ୍ରୟୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ପ୍ର+ଯୁଜ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ପାର୍ଥକ୍ୟ —୧. Separation; difference.
୨. ବିଚ୍ଛେଦ;ବିରହ —୨. Bereavement; dissociation.
୩. ବିବାଦ —୩. Dispute.
୪. ବିରୋଧ —୪. Opposition.
୫. ପୃଥକ୍କରଣ; ପୃଥକ୍ଭାବ —୫. Severance.