ବିପ୍ଲୁଟ୍
ଦେଖଣା
ବିପ୍ଲୁଟ୍
ଉଚ୍ଚାରଣ
[ସମ୍ପାଦନା](ବିପ୍ରୁ[ପ୍ଲୁ]ଷ୍[ଷ]—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବି+ପ୍ରୁ [ପ୍ଲୁ]ଷ୍ ଧାତୁ=ଦଗ୍ଧ କରିବା+କର୍ତ୍ତୃ. କ୍ୱିପ୍; ୧ମା. ୧ବ)
[ସମ୍ପାଦନା]- ୧. ଦ୍ରବ ବସ୍ତୁର ବିନ୍ଦୁ ବା ଟୋପା —୧. Drop of a liquid.
- ୨. ଜଳକଣା —୨. Minute particle of water.
- ୩. ବେଦପାଠକୀଳୀନ ମୁଖନିସୃତ ଲାଳ— କଣା (ଯାହା ପୁସ୍ତକ ଗାତ୍ରରେ ପଡ଼େ) —୩. Particles of saliva coming out of the mouth while reading the Bedas aloud.
[ଦ୍ରଷ୍ଟବ୍ୟ —ମନୁସ୍ମୃତି ଅନୁସାରେ ଏହା ଅପବିତ୍ର ନୁହେଁ ହିନ୍ଦୀ - ଶ.]