ବିପ୍ଳବବାଦ
(ବପ୍ଲବବାଦୀ—ବିଶେଷଣ - ପୁଂ. ବିପ୍ଲବବାଦିନୀ—ସ୍ତ୍ରୀ)
ସମାଜ ବା ରାଜତନ୍ତ୍ରର ସଂସ୍କାର ପାଇଁ ବିପ୍ଲବର ପ୍ରୟୋଜନ, ଏରୂପ ମତ — Revolutionism.