ବିପ୍ଳାବ
ଦେଖଣା
ବିପ୍ଳାବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବି+ପ୍ଲୁ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଜଳପ୍ଲାବନ; ବନ୍ୟା; ବଢ଼ି —୧. Deluge; flood; inundation.
- ୨. ଉଚ୍ଛେଦ —୨. Destruction;overthrow.
- ୩. ଶାନ୍ତିଭଙ୍ଗ —୩. Breach of peace; disturbance of the peace of a country.
- ୪. ଦେଶ ଧଂସ —୪. Laying waste or devastation of a country.
- ୫. ଅଶ୍ୱର ଗତିବିଶେଷ; ଛାଡ଼ତକ୍ —୫. Gallop of a horse.