Jump to content

ବିପ୍ଳାବକ

ଉଇକିଅଭିଧାନ‌ରୁ

ବିପ୍ଳାବକ

ଉଚ୍ଚାରଣ

[ସମ୍ପାଦନା]

(ବିପ୍ଳାବୀ—ଅନ୍ୟରୂପ)

[ବିପ୍ଳାବିକା, ବିପ୍ଳାବିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ. (ବି+ପ୍ଳୁ+ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବିପ୍ଳବକାରୀ — ୧. Rebellious; revolutionary.
୨. ମେଳିଆ —୨. Combining.
୩. ବନ୍ୟା ଉତ୍ପାଦକ; ପ୍ରଳୟଙ୍କର —୩. Producing or bringing about flood or deluge.