ବିପ୍ଳାବନ
ଦେଖଣା
ବିପ୍ଳାବନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ବି+ପ୍ଳୁ (ପ୍ଳବ୍) ଧାତୁ ଣିଚ୍ ପ୍ଳାବି ଧାତୁ+ଭାବ.ଅନ]
[ସମ୍ପାଦନା]- ୧. ବିଘ୍ନ; ବ୍ୟାଘାତ —୧. Obstacle; hinderance.
- ୨. ଧ୍ୱଂସ —୨. Ruin; destruction.
- ୩. ହାନି; କ୍ଷତି —୩. Detriment; injury; mischief.
- ୪. ଜଳ ପ୍ଳାବନ —୪. Flood; deluge.
- ୫. ବିପର୍ଯ୍ୟାସ; ଓଲଟ ପାଲଟ —୫. Upturning; utter confusion.