ବିପ୍ଳାବିତ
ଦେଖଣା
ବିପ୍ଳାବିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ପ୍ଳୁ ଧାତୁ ଣିଚ୍ ପ୍ଳାବି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ବିପର୍ଯ୍ୟ୍ୟସ୍ତ —୧. Utterly confused; upturned.
- ୨. ପ୍ଳାବିତ, ବନ୍ୟାଚ୍ଛନ୍ନ —୨. Overflooded.
- ୩. ବିପନ୍ନ —୩. Beset with calamity.
- ୪. ବିନଷ୍ଟ —୪. Devastated; ruined.
- ୫. ଉପଦ୍ରୁତ —୫. Overrun; oppressed.
- ୬. ବ୍ୟାହତ —୬. Defeated; baffled.