ବିଫଳ
ଦେଖଣା
ବିଫଳ
ଉଚ୍ଚାରଣ
[ସମ୍ପାଦନା](ବିଫଳା—ସ୍ତ୍ରୀ)
(ବିପରୀତ—ସଫଳ)
[ବିଫଳତା(ତ୍ୱ)—ବି]
ସଂସ୍କୃତ - ବିଶେଷଣ - (ବି+ଫଳ)
[ସମ୍ପାଦନା]- ୧. ନିଷ୍ଫଳ —୧. Fruitless; abortive.
- ୨. ବୃଥା; ବ୍ୟର୍ଥ —୨. Vain; useless.
- ୩. ନିରର୍ଥକ —Meaningless; futile.
- ୪. ଫଳହୀନ (ବୃକ୍ଷ) (ହିନ୍ଦୀ - ଶ.) —୪. (tree) Bearing no fruit.
- ୫. ଅକୃତକାର୍ଯ୍ୟ —୫. Unsuccessful.