ବିଫଳ ମନୋରଥ
(ବିଫଳ ମନୋରଥା—ସ୍ତ୍ରୀ)
ଯାହାର ମନୋରଥ ସିଦ୍ଧ ହୋଇନାହିଁ —Unsuccessful.
[ଦ୍ରଷ୍ଟବ୍ୟ —ଏହିପରି ବିଫଳ ପ୍ରଯତ୍ନ, ପ୍ରୟାସ, ବିଫଳ ଯତ୍ନ, ବିଫଳ ପରିଶ୍ରମ, ବିଫଳ ଶ୍ରମ ଆଦି ବ୍ୟବହୃତ ହୁଏ]