Jump to content

ବିବକ୍ଷା

ଉଇକିଅଭିଧାନ‌ରୁ

ବିବକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଚ୍ ଧାତୁ=କହିବା+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ)

[ସମ୍ପାଦନା]
୧. କହିବାର ଇଚ୍ଛା —୧. Desire to speak.
୨. ଅଭିଳାସ; ବାସନା —୨. Desire; intention.
୩. ଅର୍ଥ; ମାନେ —Meaning; sense (Apte).
୪. ଉଦ୍ଦେଶ୍ୟ —୪. Intention; purpose (Apte).