ବିବକ୍ଷିତ
ଦେଖଣା
ବିବକ୍ଷିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବଚ୍ ଧାତୁ+ଉଚ୍ଛାର୍ଥରେ ସନ୍+ କର୍ମ. ତ)
[ସମ୍ପାଦନା]- ୧. କହିବାକୁ ଇଚ୍ଛା କରା ଯାଇଥିବା —୧. Intended to be spoken.
- ୨. ଇପ୍ସିତ —୨. Desired; wished for.
- ୩. ପ୍ରିୟ —୩. Favourite (Apte).
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]- ୧. ଉଦ୍ଦେଶ୍ୟ — ୧. Purpose; intention (Apte) .
- ୨. ଅର୍ଥ — ୨. Meaning; sense (Apte).