Jump to content

ବିବତ୍ସା

ଉଇକିଅଭିଧାନ‌ରୁ

ବିବତ୍ସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ)

[ସମ୍ପାଦନା]

ବାସ କରିବାର ଇଚ୍ଛା —Intention to reside.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବି—ନଷ୍ଟ ହୋଇଅଛି+ବତ୍ସ=ବାଛୁରୀ ଯାହାର; ବହୁବ୍ରୀହି)

[ସମ୍ପାଦନା]

ଯେଉଁ ଗାଈର ବାଛୁରୀ ମରିଅଛି — A cow which has lost her calf.