Jump to content

ବିବଦମାନ

ଉଇକିଅଭିଧାନ‌ରୁ

ବିବଦମାନ

ଉଚ୍ଚାରଣ

[ସମ୍ପାଦନା]
(ବିବଦମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ବି+ବଦ୍ ଧାତୁ+କର୍ତ୍ତୃ. ଆନ୍)

[ସମ୍ପାଦନା]
୧. ବିବାଦକାରୀ; କଳହକାରୀ —୧. Quarrelling; wrangling.
୨. ମକଦ୍ଦମାରେ ଲଢ଼ୁଥିବା —୨. Contending or contesting in a court of law.