Jump to content

ବିବମିଷା

ଉଇକିଅଭିଧାନ‌ରୁ

ବିବମିଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବମ୍ ଧାତୁ+ଇଚ୍ଛାର୍ଥରେ ସନ୍+ଭାବ. ଅ+ଆ)

[ସମ୍ପାଦନା]

ବମନ କରିବାର ଇଚ୍ଛା; ଅଇ ଦେଖାଇବା; ବାନ୍ତି ମାଡ଼ିବା —Tendency to vomit.