Jump to content

ବିବର

ଉଇକିଅଭିଧାନ‌ରୁ

ସର୍ବନାମ,ବିଶେଷ୍ୟ

  • କଣା
  • ଛିଦ୍ର
  • ବିନ୍ଧ
  • ବିଚ୍ଛେଦ
  • ବ୍ୟବଧାନ
  • ଦୋଷ
  • ବିସ୍ତାର
  • ପକ୍ଷିରାଜ ଗରୁଡ
  • ନଅ(ସଂଖ୍ୟା)

ଦେଶଜ,ବିଶେଷ୍ୟ

  • ମାଛ
  • ଗାତ
  • ବିମ୍ବର

ବୈଦେଶିକ,ବିଶେଷ୍ୟ

  • ପଶୁବିଶେଷ<ref_ଅଜନ୍ତା ଓଡ଼ିଆ ଅଭିଧାନ,ପୃଷ୍ଟା୧୧୧୫""/>ବିବର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ବୃ ଧାତୁ=ଆବରଣ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ରନ୍ଧ୍ର; କଣା; ଗର୍ତ୍ତ; ଛିଦ୍ର —୧. Hole; fissure
୨. ଗହର; ପର୍ବତଗୁହା —୨. Mountain-cave.
୩. ବିଳ —୩. Den.
୪. ବିଚ୍ଛେଦ —୪. Separation.
୫. ବ୍ୟବଧାନ —୫. Interval; intervening space (Apte).
୬. ନିର୍ଜନ ସ୍ଥାନ —୬. Solitary place (Apte).
୭. ଦୋଷ —୭. Fault; flaw (Apte).
୮. ନଅ (ସଂଖ୍ୟା) —୮. The number nine (Apte).
୯. ବିସ୍ତାର —୯. Expansion (Apte).
୧. ପକ୍ଷିରାଜ ଗରୁଡ଼ —୧୦. Garuṟḍ̠a, the king of birds.

[ଉ—ବିବର ଗତ ସୁଗ୍ରୀବ ଦେଖି ସେ ଉଭୟ, ବିବର ଲୋକନେ ଯଥା ପନ୍ନଗ ସଭୟ ଭଞ୍ଜ, ବୈଦେହୀଶବିଳାସ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମାଛମନଙ୍କର ବସା କରବା ପାଇଁ ପାଣିତଳେ ମାଟିରେ କୋଳିବା ଗାତ; ବିମ୍ୱର —୧. Holes made by big fishes in tanks in breeding season.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବୀଭର୍)

[ସମ୍ପାଦନା]

ଏକପ୍ରକାର ଉଭୟଚର ପଶୁ —The beaver.

[ଦ୍ରଷ୍ଟବ୍ୟ —ବିବର— ମୂଷା ଜାତୀୟ କିନ୍ତୁ ମୂଷାଠାରୁ ବଡ଼ ଉଭୟଚର ଜୀବ; ଏହା ଦେହର ଲୋମ କୁବ୍ କୋମଳ ଓ ପାଶ୍ଚାତ ପୋଷାକ— ସଉକୀମାନେ ଏ ଲୋମ ପୋଷାକ ଉପରେ ମଡ଼ାନ୍ତି ଏହାର ପଛଗୋଡ଼ ଲିପ୍ତ ବିବରମାନେ ଦଳ ବାନ୍ଧ ନଈ ବା ଜଳାଶୟ କୂଳରେ ବସା କରି ରହନ୍ତି ଏମାନେ ବଡ଼ ବଡ଼ ଗଛମାନ ତୀକ୍ଷ୍ଣଦାନ୍ତରେ କାଟି ନଈସୁଅରେ ଭସାଇ ଆଣି ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନେ ଅଟକାଇ ପାଣିରେ ଅତଡ଼ିରେ ଉକ୍ତ ଗଛର ଗଣ୍ଡିମାନଙ୍କରେ କାଦୁଅ ଛାଟି ନିଜର ବସା ବାନ୍ଧନ୍ତି ଓ ପାଣିକୁ ଅଟକାଇ ରଖିବା ପାଇଁ ଦୃଢ଼ ବନ୍ଧ ପକାନ୍ତି ଏମାନଙ୍କ କୋଡ଼ଗାତରୁ କସ୍ତୂରୀ ପରି ଏକପ୍ରକାର ବହୁ— ମୂଲ୍ୟ ସୁଗନ୍ଧଗ୍ରବ୍ୟ (castor) ମିଳେ, ଏହା ସୁବାସିତ ଏସେନ୍ସ୍ଆଦି ପାଇଁ ପାଶ୍ଚାତ୍ୟଦେଶରେ ବ୍ୟବହୃତ ହୁଏ]