ବିବରା
ଦେଖଣା
ଆଧାର
[ସମ୍ପାଦନା]- ↑ ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଠା: ୧୧୧୫
ବିବରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ଓବିଶେଷଣ - [ଆଧୁନିକ ପ୍ରୟୋଗ; ବହୁବ୍ରୀହି; ବି=ବିଗତ ବର=ସ୍ୱାମୀ]
[ସମ୍ପାଦନା]ଅକ୍ଷତଯୋନୀ ବିଧବା; ସ୍ୱାମୀ ସହବାସ ପୂର୍ବରୁ ଯେଉଁ କନ୍ୟା ବିଧବା ହୋଇ ଥାଏ —A virgin widow who has lost her husband before consummation of marriage.
[ଦ୍ରଷ୍ଟବ୍ୟ —ପ୍ରାଚୀନ ଶାସ୍ତ୍ରମାନଙ୍କରେ 'ବିଧବା' ଶବ୍ଦ ମୃତଭର୍ତ୍ତୃକା ଅର୍ଥରେ ପ୍ରଯୁକ୍ତ; ମାତ୍ର ବର୍ତ୍ତମାନ ଯୁଗର ଓଡ଼ିଶାର ସମାଜ ସଂସ୍କାରକାମିଗଣ ମୃତଭର୍ତ୍ତୃକାମାନଙ୍କୁ ଦୁଇ ସ୍ରେଣୀରେ ବିଭକ୍ତ କରିଅଛନ୍ତି ସ୍ୱାମିସହବାସ ପୂର୍ବରୁ ଯେଉଁମାନେ ଧବହୀନା ସେମାନେ 'ବିବରା' ଓ ତତ୍ପରେ ଧବହୀନା ହେଲେ 'ବିଧବା']