ବିବରିବା
ବର୍ଣ୍ଣନା କରିବା — To describe.
[ଉ—ଜୟନ୍ତକୁ ଦେଖି ନୃପଙ୍କର ହେଲ ହର୍ଷେ ବିଷାଦ, ବିବରି କହିଲେ ପରୀକ୍ଷାର ଯେତେ ପୂର୍ବ ସମ୍ୱାଦ ରାଧାନାଥ. ଉଷା]