ବିବର୍ତ୍ତିତ
ଦେଖଣା
ବିବର୍ତ୍ତିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - —(ବି+ବୃତ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଘୂର୍ଣ୍ଣିତ —୧. Revolved; whirled round.
- ୨. ଅପସାରିତ —୨. Displaced; dislocated; removed.
- ୩. ପ୍ରତ୍ୟାବର୍ତ୍ତିତ —୩. Returned.
- ୪. ଅପନୀତ —୪. Obliterated.
- ୫. ଭ୍ରାନ୍ତ —୫. Mistaken.
- ୬. ଖଣ୍ତ ଖଣ୍ତ ହୋଇ କଟା ହୋଇଥିବା —୬. Mangled; hacked; cut into pieces (Apte).
- ୭. ନମିତ —୭. Bent down (Apte).
- ୮. ବିକୃତ —୮. Distorted (Apte); detririorated.