Jump to content

ବିବର୍ଦ୍ଧନ

ଉଇକିଅଭିଧାନ‌ରୁ

ବିବର୍ଦ୍ଧନ

ଉଚ୍ଚାରଣ

[ସମ୍ପାଦନା]

(ବିବର୍ଦ୍ଧିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ବି+ବୃଧ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ସମ୍ୟକ ବୃଦ୍ଧିକରଣ —୧. Lengthening. elongating.
୨. ଛେଦନ —୨. Cutting.
୩. ସମ୍ୟକ୍ ବୃଦ୍ଧି —୨. Increase; enlargement (Apte).