ବିବଶ
ଦେଖଣା
ବିବଶ
ଉଚ୍ଚାରଣ
[ସମ୍ପାଦନା](ବିବଶା—ସ୍ତ୍ରୀ)
[ବିବଶତା(ତ୍ୱ)—ବି]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ବଶ୍ ଧାତୁ=ଇଚ୍ଛା କରିବା+ ଭାବ ଅ, ଅଥବା ବି= ବିଗତ+ବଶ=ଆଧୀନତା; ବହୁବ୍ରୀହି)
[ସମ୍ପାଦନା]- ୧. ଅବଶ —୧. Out of control.
- ୨. ଅବାଧ୍ୟ —୨. Disobedient; insubordinate.
- ୩. ନିଶ୍ଚେଷ୍ଟ —୩. Stupefild; disabled.
- ୪. ଚାଳନ ଶକ୍ତିରହିତ —୪. Paralysed.
- ୫. ବିହଳ; ଆର୍ତ୍ତ; ବ୍ୟାକୁଳ —୫. Overwhelmed.
- ୬. ଅସହାୟ —୬. Helpless.
- ୭. ସ୍ୱାଧୀନ —୭. Independent.
- ୮. ମୃତ୍ୟୁପ୍ରାର୍ଥୀ —୮. Wishing death.
- ୯. ମୃତ୍ୟୁ— କାଳରେ ନିର୍ଭୀକ —୯. Not afraid of death
- ୧. ପ୍ରଶାନ୍ତ ଚେତାଃ —୧୦. Tranqnil in mind; calm in disposition.