Jump to content

ବିବସନ

ଉଇକିଅଭିଧାନ‌ରୁ

ବିବସନ

ଉଚ୍ଚାରଣ

[ସମ୍ପାଦନା]

[ବିବସ୍ତ୍ର—ଅନ୍ୟରୂପ]

(ବିବସନା, ବିବସ୍ତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବି=ନାହିଁ+ବସନ)

[ସମ୍ପାଦନା]
୧. ନଗ୍ନ; ଲଙ୍ଗଳା —୧. Naked.
୨. ବସ୍ତ୍ରହୀନ —୨. Clothless; undressed.