Jump to content

ବିବସ୍ୱାନ

ଉଇକିଅଭିଧାନ‌ରୁ

ବିବସ୍ୱାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ[ବିବସ୍ (ବି=ବିବିଧ ପ୍ରକାର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. କ୍ୱିପ୍= ବିବସ୍=ତେଜୋମୟ ଆବରଣ)+ଅଛି ଅର୍ଥରେ ବିତ୍; ବିବସ୍ୱତ୍; ୧ମା. ୧ବ.]

[ସମ୍ପାଦନା]
୧. ଦେବତା —୧. Deity.
୨. ସୂର୍ଯ୍ୟ —୨, The sun.
୩. ବୈବସ୍ୱତ ମନୁ ରନା —୩. A king, the son of the Sun-god.
୪. ଅରୁଣ —୪. Twilight personified.
୫. ଅରଖ ଗଛ; ଅର୍କବୃକ୍ଷ — ୫, Calotropis Gigantea; swallowwort.